କୁଚିଣ୍ଡା ଉପଖଣ୍ଡର ୯ଟି ଲ୍ଯାମ୍ପରେ ସମବାୟ ନିର୍ବାଚନ ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଆଜି ସମବାୟ ନିର୍ବାଚନ ଅନୁଷ୍ଠିତ ହେଉଛି।

ଉପଖଣ୍ଡରେ ଥିବା ୯ଟି ଲ୍ଯାମ୍ପରେ ୧୩୫ ଟା ୱାର୍ଡ଼ ରହିଥିବା ବେଳେ ୬୪ଟା ୱାର୍ଡ଼ରେ ନିର୍ବାଚନ ଅନୁଷ୍ଠିତ ହେଉଛି। ୬୪ ୱାର୍ଡରେ ୧୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୭୪୫୬ ଜଣ ଭୋଟର ଆଜି ମତଦାନ କରିବେ। ଆଜି ସକାଳ ୭ରୁ୪ଟା ପର୍ଯ୍ଯନ୍ତ ମତଦାନ ଜାରି ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes