କୁଆଁର ନିକଟରେ ବସ୍ ଓଲଟି ୧୦ ଆହତ

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କୁଆଁର ନିକଟରେ ବସ୍ ଓଲଟି ୧୦ ଯାତ୍ରୀ ଆହତ ହୋଇଛନ୍ତି।

ଆହତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ବସ୍‌ଟି କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ବେଳେ ଓଲଟି ପଡ଼ିଛି।ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes