କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ବ୍ୟକ୍ତି

କଟକ ଜିଲ୍ଲା କିଶନନଗର ଥାନା ସାମ୍ନାରେ ଜଣେ ବ୍ୟକ୍ତି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ହୋଇଛନ୍ତି।

ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes