କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ନିଲମ୍ବିତ

କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି।

କାର୍ଯ୍ୟରେ ଅବହେଳା ପାଇଁ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୁଲିସ ସହଯୋଗ କରୁନଥିବା ଅଭିଯୋଗ କରି ଗତ ୨୩ରେ ଥାନା ଆଗରେ ନିଜ ଦେହ ଜାଳି ଦେଇଥିଲେ ଗୁଣନିଧି ବିଷୋୟୀ । ଦିନକ ପରେ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version