କିନ୍ନରମାନଙ୍କର ରେନବୋ ସ୍ବାଭିମାନ ପଦଯାତ୍ରା ଅନୁଷ୍ଠିତ

ଅନୁଗୁଳ ଜିଲ୍ଲାର ଜଗନ୍ନାଥ ମନ୍ଦିର ଠାରୁ ବାହାରି ବିଡି କଲେଜ ପର୍ଯ୍ୟନ୍ତ କିନ୍ନରମାନେ ରେନବୋ ସ୍ବାଭିମାନ ପଦଯାତ୍ରା ଆଜି କରିଛନ୍ତି।

ଯୌନତା ସ୍ବପରିତ ଲିଙ୍ଗଗତ ବିଭିନ୍ନତାକୁ ଆନନ୍ଦର‌ ସହିତ ପାଳିବା, ଅଧିକାର ସାବ୍ୟସ୍ତ କରିବା ପାଇଁ ଏବଂ ଆତ୍ମସମ୍ମାନ ସହ ଜୀବନଜାପନ କରିବା ପାଇଁ ସମାଜ ତଥା ଅନ୍ୟାନ୍ୟ ବର୍ଗକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes