କାଶୀପୁର ତହସିଲଦାରଙ୍କ ଦରମା ବନ୍ଦ

ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲଦାରଙ୍କ ସହ ୩୦ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ସ୍ବାଧାଦେବ ସିଂ।

ଜମିପଟ୍ଟା ପ୍ରଦାନରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes