କାଳବୈଶାଖୀରେ ଉଡିଗଲା ଆଜବେଷ୍ଟସ୍ ଛପର

ବାଲେଶ୍ଵର ଜିଲ୍ଲା ସୋରରେ ଆଜି କାଳବୈଶାଖିର ତାଣ୍ଡବରେ ଇଟୁଆ ଅନ୍ଚଳର ସେଖ ହୁସେନଙ୍କ ଘରର ଆଜବେଷ୍ଟସ୍ ଛପର ପ୍ରବଳ ପବନରେ ଉଡିଯାଇ ପ୍ରାୟ ୧୦୦ ମିଟର ଦୂରରେ ପଡିଥିବା ଦେଖାଯାଇଛି।

ଏମିତିକି କିଛି ସ୍ଥାନରେ ଗଛ ମଧ୍ଯ ଭାଙ୍ଗି ପଡିଥିବା ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes