କାର ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଭାଲୁମୁଣ୍ଡ ଗ୍ରାମ ନିକଟରେ ଆଜି ଏକ କାର ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି l

ମୃତାହତ ମାନଙ୍କ ଘର କେନ୍ଦୁଝର ଜିଲ୍ଳାର ତେଲକୋଇ ଅଞ୍ଚଳରେ ବୋଲି ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes