କାର୍‌ ସହ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ

କଟକ ବାଙ୍କୀ ଥାନା ଅଂଶୁପା ହ୍ରଦ ନିକଟରୁ ୧ କୋଟି ୩୦ ଲକ୍ଷର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

ଏହା ସହ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes