କାର୍ଯ୍ୟାଦେଶ ବଣ୍ଟନ କଲେ ଉପବାଚସ୍ପତି

ଅନୁଗୁଳ ଜିଲ୍ଲା ଉପକଣ୍ଠ ଟାଉନ ହଲ୍ ଠାରେ ଆଜି ମୁକ୍ତା ଯୋଜନା ଅନ୍ତର୍ଗତ ବର୍ଷା ଜଳ ଅମଳ ପ୍ରକଳ୍ପ ଓ ରକ୍ଷଣାବେକ୍ଷଣ କାର୍ଯ୍ୟଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର‌ ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇ ଏହି କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes