କାର୍ତ୍ତୀକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ; ୯ ଜଣ ଆଇସିୟୁରେ ଭର୍ତ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆରେ କାର୍ତ୍ତୀକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣାରେ ୩ ମହିଳା, ୨ ଶିଶୁ ସମେତ ୩୩ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

୯ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes