କାନପୁର କପ୍ କ୍ରିକେଟ : ସେମିଫାଇନାଲରେ ପଣ୍ଡିଆପାଲି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କାନପୁର ଏମକେସିସି ପକ୍ଷରୁ ରବିବାର ଦ୍ବିତୀୟ କାନପୁର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୨/୨୩ ଆରମ୍ଭ ହୋଇଛି।

ପଣ୍ଡିଆପାଲି ଓ ନୂଆପାଲି ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲରେ ପଣ୍ଡିଆପାଲି ଦଳ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes