କାଠଯୋଡ଼ି ମୁଣ୍ଡମୁହାଣ ଘାଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା କୁମ୍ଭୀର

କଟକ ଜିଲ୍ଲା ବାରଙ୍ଗ ନିକଟ କାଠଯୋଡ଼ି ମୁଣ୍ଡମୁହାଣ ଘାଟ ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଫସିଥିବା ଅବସ୍ଥାରେ କୁମ୍ଭୀର ଠାବ ହୋଇଛି।

କୁମ୍ଭୀର ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନବିଭାଗ ଓ ଅଗ୍ନିଶମ ବାହିନୀ ପହଞ୍ଚିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes