କାକିରିଗୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ମୃତ

କୋରାପୁଟ ଜିଲ୍ଲା କାକିରିଗୁମା ଥାନା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ହାଇୱା ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଇକରେ ୩ ଜଣ ଫେରୁଥିଲା ବେଳେ ବକ୍ସାଇଟ୍ ବୋଝେଇ ହାଇୱା ସହ ଧକ୍କା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes