କାକଟପୁର ପଞ୍ଚାୟତ ପରିସରରେ ଶିଶୁଟିଏ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ପୁରୀ ଜିଲ୍ଲା କାକଟପୁର ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ପରିସରରେ ଶିଶୁଟିଏ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଅଭୟ ସେଠୀ ସମସ୍ତ ଅଙ୍ଗନଓ୍ବାର୍ଡୀ କର୍ମୀମାନଙ୍କୁ ଶିଶୁ ଅଧିକାର ସମ୍ପର୍କରେ ଶପଥ ପାଠ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes