କସ୍ତୁରବା ବାଳିକା ବିଦ୍ୟାଳୟର ତରଫରୁ ରଥଯାତ୍ରା ପାଇଁ ଦାନ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ କପ୍ତିପଦା କସ୍ତୁରବା ବାଳିକା ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ମିଶି ତିନି ହଜାର ଟଙ୍କା ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଦାନ ସ୍ୱରୂପ ପ୍ରଦାନ କରିଥିବା କମିଟି ତରଫରୁ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes