କଳିଙ୍ଗାଘାଟିରେ ବସ୍ ଓଲଟି ୬ମୃତ,୩୦ ଆହତ

ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିବା ବେଳେ କନ୍ଧମାଳ କଳିଙ୍ଗାଘାଟି ନିକଟରେ ଏକ ଟୁରିଷ୍ଟ ବସ ଓଲଟି ୬ ଜଣଙ୍କ ମୃତ ହୋଇଥିବା ବେଳେ ୪୫ ଆହତ ହୋଇଥିବା ସୂଚନା ମିଳିଛି ।

ବସରେ ୬୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଥିଲେ ଏଥିରୁ ୧୫ ଗୁରୁତର ବ୍ରହ୍ମପୁର MKCGକୁ ସ୍ଥାନାନ୍ତର ହୋଇଛନ୍ତି ଏବଂ ୩୦ ଆହତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes