କଳା ବ୍ୟାଚ ପରିଧାନ କଲେ ମଜଦୂର ସଂଘ

ଅନୁଗୁଳ ଜିଲ୍ଲା ନାଲକୋ ନବରତ୍ନ କମ୍ପାନୀରେ କାମ କରୁଥିବା ମଜଦୂର ସଂଘର କର୍ମଚାରୀମାନେ ପାଞ୍ଚ ଦଫା ଦାବି ନେଇ ଆଜି କଳା ବ୍ୟାଚ ପରିଧାନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes