କଳାକୃତିରେ ରାଷ୍ଟ୍ରପତିଙ୍କୁ ଶିଳ୍ପୀ ଈଶ୍ୱରଙ୍କ ଶୁଭେଚ୍ଛା

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋପୀନାଥପୁର ହାଟବଜ଼ାରର ଶିଳ୍ପୀ ଏଲ ଈଶ୍ୱର ରାଓ ସୂକ୍ଷ୍ମ କଳାକୃତି ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିକୃତି କରି ଶୁଭେଚ୍ଛା ଜଣାଇଛନ୍ତି l

୭୫୦ ଏମଏଲ କାଚ ବୋତଲ ଭିତରେ ସାଢେ ୩ ଇଞ୍ଚ ଉଚ୍ଚ ଏବଂ ସାଢେ ୨ ଇଞ୍ଚ ଓସାରର ଏକ ଫଟୋ ଫ୍ରେମରେ ଦ୍ରୌପଦୀ ମୁର୍ମୁଙ୍କ ଫଟୋ ରଖିଛନ୍ତି l ଏଥିପାଇଁ ସେ ମାଟି, ପେପର ଗ୍ଲାସ ଏବଂ ଚୁମକି ବ୍ୟବହାର କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes