କଲେଜ ପରିସରରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଟଣୀ ନିକଟରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ହଷ୍ଟେଲରେ ଆଜି ଜଣେ ବିଏସସି ରେଡ଼ିଓଲୋଜି ବିଭାଗ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି l

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି l ମୃତ ଛାତ୍ରଙ୍କ ଘର ଯାଜପୁର ଜିଲ୍ଲାରେ ଏବି ସେ ପରୀକ୍ଷାରୁ ଫେରିବା ପରେ ରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes