କଲେଜ ଗୁଡିକରେ ଖରାଛୁଟି କମିଲା, ଜୁନ ୧ ରୁ ୧୬

କୋଭିଡ ସମୟରେ ପାଠପଢା ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ଭରଣା କରିବାକୁ କଲେଜ ଗୁଡିକରେ ଖରା ଛୁଟି ହ୍ରାସ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି l

ଜୁନ 1 ରୁ 16 ଖରାଛୁଟି ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes