କମ୍ୟୁନିଷ୍ଟ ନେତା ଅଶୋକ ବିଶିଙ୍କ ମାତା ସରଜୁ ବିଶିଙ୍କ ପରଲୋକ

ସମ୍ବଲପୁରର ବରିଷ୍ଟ କମ୍ୟୁନିଷ୍ଟ ନେତା ଅଶୋକ ବିଶିଙ୍କ ମାତା ସରଜୁ ବିଶି ବିଶିଙ୍କ ୯୬ ବର୍ଷ ବୟସରେ ତାଙ୍କ ବାସଭବନରେ ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି ।

ତାଙ୍କ ପରଲୋକ ହେବାରୁ ବାଲିବନ୍ଦା ସ୍ଥିତ ରାଜଘାଟରେ ବଡ ପୁଅ ଅଶୋକ ବିଶି ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସାଙ୍ଗରେ ଦୁଇ ଭାଇ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes