କମିଶନରେଟ୍ ପୋଲିସ୍ ପକ୍ଷରୁ ଲେକ୍ଚର ସିରିଜ୍

ଜ୍ଞାନ, ପ୍ରେରଣା ଏବଂ ପରିବର୍ତ୍ତନ ପାଇଁ ପ୍ରଭାବଶାଳୀ ପଲିସିଙ୍ଗ୍ (KICEP) ହେଉଛି ପୋଲିସ ସେବା ଭବନରେ କମିଶନରେଟ୍ ପୋଲିସ୍ ଦ୍ୱାରା ଆୟୋଜିତ ଏକ ଲେକ୍ଚର ସିରିଜ୍ l

ଏହି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି l ଶିଶୁ ମାନସିକ ରୋଗ ପ୍ରଫେସର ଡ. ସେଖର ସେସାଦ୍ରି ଏଥିରେ ଯୋଗଦେଇ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes