କମଲପୁରରେ ମହାଲକ୍ଷ୍ମୀ ପୂଜା ପାଲିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଳପୁର ମେହେରପଡ଼ା ଠାରେ ୬ମ ମହାଲକ୍ଷ୍ମୀ ପୂଜା ପାଲିତ ହୋଇଯାଇଛି।‌ ଏଥିରେ ପୂଜକ ଗିରିଷ ଚନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶଙ୍କର ମେହେର କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ପୂଜା କମିଟିର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes