କମନ ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି ଜୁଲାଇ 17କୁ ବଢିଲା

ରାଜ୍ୟରେ କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନର ଅବଧି ଆଜି ଶେଷ ହେଉଥିବା ବେଳେ ଏହାକୁ ଜୁଲାଇ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes