କପ୍ତିପଦା ଉପଖଣ୍ଡ ନୂତନ ଚିକିତ୍ସାଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ ଆଜି ନୂତନ ଅଧିକ୍ଷକ ଭାବେ ଡା. କମଳାକାନ୍ତ ନାୟକ ଯୋଗଦାନ କରିଛନ୍ତି ।

ଏହା ପୂର୍ବରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ବିଶେଷଜ୍ଞ ଶଲ୍ୟ ବିଭାଗରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଥିବା ଡାକ୍ତର ଶିବାନନ୍ଦ ମହାନ୍ତିଙ୍କର କରଞ୍ଜିଆ ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes