କପ୍ତିପଦା ଉପଖଣ୍ଡରେ ଜାରି ରହିଛି କାଳ ବୈଶାଖୀ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଦିନ ୩ଠାରୁ ଏବେ ଯାଏଁ କାଳ ବୈଶାଖୀର ବର୍ଷା ଜାରି ରହିଛି ।

ଅନେକ ସ୍ଥାନରେ ଗଛ ଭାଙ୍ଗି ଯିବା ସହ ବଜ୍ରପାତ ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes