କନ୍ଧମାଳରେ ଦିନକରେ 11 ଜଣ କରୋନା ପଜିଟିଭ July 25, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l