କନ୍ଧମାଳରେ ଦିନକରେ ୨୧ କରୋନାରେ ଆକ୍ରାନ୍ତ August 6, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l