କଣ୍ଟାମାଳରେ ବିଶ୍ଵ ସାଇକେଲ ଦିବସ ପାଳିତ

ଖେଳ ମନ୍ତ୍ରାଳୟର ଭାରତ ସରକାର ଦ୍ଵାରା ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ଖଲିଆପାଲି ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଶ୍ବ ସାଇକେଲ ଦିବସ ପାଳିତ ହୋଇଯାଇଛି।‌

ଖେଳ ଶିକ୍ଷକ ସୁଦାମ ମିଶ୍ରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ ସାଇକେଲ ଯୋଗେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଚେତନତା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes