କଣ୍ଟାବାଂଜି ଜେଲ୍‌ରେ କ୍ରାଇମବ୍ରାଞ୍ଚ ଆଇଜି

ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ବଲାଙ୍ଗୀର ଜେଲ କଣ୍ଟାବାଂଜି ଜେଲ୍‌ରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପହଞ୍ଚିଛନ୍ତି।

ଗୋବିନ୍ଦ ସାହୁ ମୃତ୍ୟୁର ସରଜମିନ ତଦନ୍ତ ତଦାରଖ ପାଇଁ ସେ ପହଞ୍ଚିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes