କଡ଼ା ସୁରକ୍ଷାରେ ଗୋପାଳକୁ ଝାରସୁଗୁଡ଼ା ଜେଲରୁ ଚୌଦ୍ୱାର ଜେଲ ଅଣାଯାଉଛି।
ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ ଆଜି କୋର୍ଟ ଅନୁମତି ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ ଅପିଲ କରିଥିଲା ଜେଲ୍ ବିଭାଗ।
Credible Local News of Odisha