କଟକ ସହରରେ ମାସ୍କ ହେଲା ବାଧ୍ୟତାମୂଳକ

କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l କଟକରେ ରହୁଥିବା ଲୋକ କିମ୍ବା କଟକ ଆସୁଥିବା ଲୋକମାନେମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes