କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ଛାଡ଼ିଥିବା ବସ୍ ଅଧାରେ ଅଟକି ରହିଛି କହିଛନ୍ତି ବସ୍ ମାଲିକ ସଂଘ।
ଷ୍ଟାଣ୍ଡ୍କୁ ଆସୁଥିବା ବସ୍ ମଧ୍ୟ ଅଧାରେ ଅଟକି ରହିଛି। ଏପରି ପ୍ରଭାବ ପଡ଼ିବ ବୋଲି ଆଶା କରୁ ନ ଥିଲୁ ବୋଲି ସଂଘ କହିଛି।
Credible Local News of Odisha