କଟକରେ ଦିନକରେ 64 ଜଣ କରୋନା ସଂକ୍ରମିତ July 6, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ 64 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l