ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିପାରିବେନି, ହଷ୍ଟେଲ ଅନ୍ତେବାସୀ ବାଇକ୍ ଚଳାଇପାରିବେ ନାହିଁ ବୋଲି ଗତକାଲି ପ୍ରକାଶ ପାଇଥିବା ନୋଟିସ ଆଜି ପ୍ରତ୍ୟାହାର କରିଛନ୍ତି କର୍ତ୍ତୃପକ୍ଷ।
ଏଭଳି ନୋଟିସକୁ ନେଇ ଛାତ୍ର ଅସନ୍ତୋଷ ମୁଣ୍ଡ ଟେକିଥିଲା।
Credible Local News of Odisha