କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ ପାଳନ

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଭଦ୍ରକ ସହର ବନ୍ଦ ପାଳନ କରାଯାଉଛି।

ବିଭିନ୍ନ ସ୍ଥାନରେ ପିକେଟିଂ ସହ ଗାଡ଼ିମୋଟର ଅଟକାଉଛନ୍ତି କଂଗ୍ରେସ କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes