ଝାରସୁଗୁଡ଼ା ଉପନିର୍ବାଚନକୁ ନଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡ଼ାରେ କଂଗ୍ରେସର ସ୍ଥିତି ଭଲ ରହିଛି।
ପିସିସି ସଭାପତି ଏକ କମିଟି ଗଠନ କରିଛନ୍ତି ବିଧାନସଭା ଶେଷ ହେବା ପରେ କମିଟି ଝାରସୁଗୁଡ଼ା ଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
Credible Local News of Odisha