ଔଷଧ ବ୍ୟବସାୟୀଙ୍କ ପରଲୋକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟଛକରେ ଔଷଧ ଦୋକାନ ଦେଇଥିବା ହୃଦୟ ରଞ୍ଜନ ହୋତା (୬୧)ଙ୍କ ଆଜି ସମ୍ୱଲପୁର ଠାରେ ପରଲୋକ ଘଟିଛି ।

ସେ ଅସୁସ୍ଥ ଥିଲେ । ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ତାଙ୍କ ଜନ୍ମ ଗ୍ରାମ ଅମୁଲ୍ୟମଣି ରାଣିପୁର ହେବ ବୋଲି ପରିବାର ସୂତ୍ରରୁ ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes