ଓଲଟିଲା ଗୋରୁ ବୋଝେଇ ଗାଡ଼ି, ୮ ଗୋରୁ ମୃତ

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ମହାନ୍ତି ଛକରେ ଏହି ଦୁର୍ଘଟଣା ଘଟିଛି।

ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ମେରାଇନ ଥାନା ପୁ ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes