ଓରମାସର ମାର୍କେଟିଙ୍ଗ ଓ ସ୍କିଲ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱରରେ ଓରମାସର ମାର୍କେଟିଙ୍ଗ ଓ ସ୍କିଲ ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ନିଆରା ଉତ୍ପାଦର ବଜାର ଚାହିଦା ସୃଷ୍ଟି ପାଇଁ ଗୁରୁତ୍ୱ ଦେବାକୁ ପଡିବ ବୋଲି ମତ ପ୍ରକାଶ ପାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes