ଓଭରବ୍ରିଜ୍ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଏନ୍ଏଚ୍ ଅବରୋଧ

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ନିକଟରେ ଓଭରବ୍ରିଜ୍ ନିର୍ମାଣ ଦାବିରେ ୫ ଗ୍ରାମବାସୀଙ୍କ ଏନ୍ଏଚ୍ ୧୬ ଅବରୋଧ କରିଛନ୍ତି।

ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes