ଓଡିଶା ସାହିତ୍ୟ ଏକାଡେମି ଦ୍ଵାରା ଜିଲ୍ଲାସ୍ତରୀୟ ସାରସ୍ଵତ ସମାରୋହ

ଆଜି ସୁବର୍ଣ୍ଣପୁର ଜିଲ୍ଲା ତ୍ରିବେଣୀ ସଙ୍ଗମ ସ୍ଵର୍ଣ୍ଣ ପ୍ରୟାଗ ଠାରେ ଓଡିଶା ସାହିତ୍ୟ ଏକାଡେମି ଦ୍ଵାରା ଜିଲ୍ଲାସ୍ତରୀୟ ସାରସ୍ଵତ ସମାରୋହ ଅବସରରେ ‘ଓଡ଼ିଆ ସନ୍ଥ ସାହିତ୍ୟକୁ ସୁବର୍ଣ୍ଣପୁରର ଦାନ’ ଶୀର୍ଷକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes