ଓଡିଶା ଲୋକାଲରେ ଖବର ପ୍ରକାଶ ପରେ ସଜଡାଗଲା ନଳକୂପ

କିଛି ଦିନ ତଳେ ଓଡିଶା ଲୋକାଲରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଘାଷିପଡାର ନଳକୂପ ଅଚଳ ଥିବା ନେଇ ଖବର ପ୍ରକାଶ ପରେ ଗତକାଲି ନଳକୂପ ସଜଡ଼ା ଯାଇଛି।

ଫଳରେ ପାନୀୟ ଜଳର ସମସ୍ୟା ଦୂର ହୋଇଛି। ତେଣୁ ଓଡିଶା ଲୋକାଲକୁ ସାଧୁବାଦ ଜଣେଇଛନ୍ତି ପଡା ବାସିନ୍ଦା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes