ଭୁବନେଶ୍ୱରରେ ଆଜି ଓଡିଶା ଦୃଷ୍ଟିହୀନ ସଂଘର 47 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସମତା ଭାବ ହିଁ ସେବାର ଆଧାର ବୋଲି କହିଛନ୍ତି l
କାର୍ଯ୍ୟକ୍ରମରେ ସଂଘ ସଭାପତି ସନ୍ୟାସୀ ବେହେରା, ସମ୍ପାଦକ ଶରତ କୁମାର ଦାସ ଉପସ୍ଥିତ ଥିଲେ l
Credible Local News of Odisha