ଓଡ଼ିଶା ହ୍ୱିଲ ସେୟାର କ୍ରିକେଟ ଟିମରେ କେନ୍ଦୁଝରର ଚାର ଖେଳାଳି

ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଦିବ୍ୟଙ୍ଗ ହ୍ଵିଲ ଚେୟାର କ୍ରିକେଟ ପ୍ରତିଯୋଗିତା ଓ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିଆ ହ୍ବିଲ ଚେୟାର ପ୍ରିମୀୟର ଲିଗରେ ଖେଳିବା ପାଇଁ କେନ୍ଦୁଝର ଜିଲ୍ଲାର ଚାରି ଜଣ ଚୟନ ହୋଇଛନ୍ତି।

ସେମାନେ ହେଲେ ଅଭୟ ଜେନା, ମଙ୍ଗଲ ଲୋହାର, ଅମିତ୍ ପରିଡ଼ା, ତୁଷାର ରଣା ବୋଲି ଜଣାପଡିଛି। ଏହି ଅବସରରେ ଅନୁଷ୍ଠିତ ଏକ ପ୍ରେସମିଟରେ ରାଜ୍ୟ ସଭାପତି ରାହାସ ବିହାରୀ ପୃଷ୍ଟି ଓ ସମ୍ପାଦକ ଅଭୟ ଜେନା ଜଣାଇବା ସହ ଖେଳାଳିମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes