ଓଡ଼ିଶା ପୁଲିସକୁ ୧୫୦ ଟ୍ୟାବ ଦେଲା ପରିବହନ ବିଭାଗ

ଆଇଆରଏଡି ପ୍ରକଳ୍ପ ଅଧୀନରେ ଘଟଣାସ୍ଥଳରେ ମୋଟର ଯାନ ଦୁର୍ଘଟଣାର ବିବରଣୀ ରେକର୍ଡ କରିବାକୁ ପରିବହନ ବିଭାଗ ଓଡ଼ିଶା ପୁଲିସକୁ 150 ଟ୍ୟାବ ଯୋଗାଇ ଦେଇଛି ।

ସୋମବାର ଦିନ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗ ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ଏହି ଟ୍ୟାବ ହସ୍ତାନ୍ତର କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes