ଓଡ଼ିଶାର ସମ୍ଭବ ମିଶ୍ର ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଓଡ଼ିଶାର ସମ୍ଭବ ମିଶ୍ର କଳା ଓ ସଂସ୍କୃତି କ୍ଷେତ୍ରରେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଛନ୍ତି।

ଗତକାଲି ରାଷ୍ଟ୍ରପତି ବାଳ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିଥିଲେ।ଆଜି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes