ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ନେଇ ଆମେ ଏଯାଏ କିଛି କହିନୁ: ଡିଜି

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା କେଉଁଆଡ଼େ ଯିବ, କେତେ ତୀବ୍ରତା ରହିବ, ପୂର୍ବାନୁମାନ ହୋଇନି, ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସ୍ପଷ୍ଟ ସୂଚନା ଦେଇପାରିବୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes