ଓଡ଼ିଶାକୁ ଆଜି ୫୦ ହଜାର କୋଟି ରାଜସ୍ୱ ମିଳୁଛି: କେନ୍ଦ୍ର ମନ୍ତ୍ରୀ

ଓଡ଼ିଶାକୁ ଖଣି କ୍ଷେତ୍ରରେ ମିଳୁଥିବା ରାଜସ୍ୱ ନେଇ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

୨୦୧୪-୧୫ରେ ଓଡ଼ିଶାକୁ କେବଳ ୫ ହଜାର କୋଟି ରାଜସ୍ୱ ମିଳୁଥିଲା।ଅକସନ ସଂଶୋଧନ ପରେ ଆଜି ୫୦ ହଜାର କୋଟି ମିଳୁଛି ବୋଲି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes